ରାଜଧାନୀରେ ନବ ଦମ୍ପତ୍ତିଙ୍କ ଆତ୍ମହତ୍ୟା

ଭୁବନେଶ୍ୱର , (ମାନବାଧିକାର ମିଡିଆ) :  ରାଜଧାନୀରେ ଏକ ଘର ଭିତରୁ ଜଣେ ନବ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ଏଭଳି ଘଟଣା ଲିଙ୍ଗରାଜ ଥାନା ଅନ୍ତର୍ଗତ କେଉଟ ସାହିରେ ଘଟିଥିବା ସୂଚନା ମିଳିଛି । ଫ୍ୟାନରେ  ଝୁଲନ୍ତା ଅବସ୍ଥାରେ ସ୍ୱାମୀଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ବେଡ୍ ତଳେ ମରି ପଡ଼ିଥିବା ସ୍ତ୍ରୀଙ୍କ ମୃତଦେହକୁ ପୁଲିସ୍ ଆଜି ସକାଳେ ଉଦ୍ଧାର କରିଛି । ମିଳିଥିବା ସୂଚନା ଅନୁଯାୟୀ, ୩ ମାସ ତଳେ ସେମାନଙ୍କର ବିବାହ […]

Continue Reading

सेन्ट्रल कौंसिल ऑफ़ ह्यूमन राइट (सी. सी. एच. आर.) के राष्ट्रीय अध्यक्ष श्री डी पी जोशी ने डॉ भबानी शंकर दास को ओडिशा प्रदेश का अध्यक्ष एवं राष्ट्रीय सदस्य मनोनीत किया है

सेन्ट्रल कौंसिल ऑफ़ ह्यूमन राइट (सी. सी. एच. आर.) के राष्ट्रीय अध्यक्ष श्री डी पी जोशी ने डॉ भबानी शंकर दास को ओडिशा प्रदेश का अध्यक्ष एवं राष्ट्रीय सदस्य मनोनीत किया है , श्री जोशी ने बताया अभी सेन्ट्रल कौंसिल ऑफ़ ह्यूमन राइट (सी. सी. एच. आर.) का विस्तार पुरे देश भर में उनके द्वारा […]

Continue Reading

ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶା ବାସୀଙ୍କୁ ଇଦ୍ ଶୁଭେଚ୍ଛା

ଭୁବନେଶ୍ୱର , (ମାନବାଧିକାର ମିଡିଆ) : ଆଜି ପବିତ୍ର ଇଦ ଅବସରରେ ମୁସଲମାନମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ସମସ୍ତଙ୍କର ସୁଖ ଓ ସମୃଦ୍ଧି କାମନା କରିଛନ୍ତି ନବୀନ । ସାମାଜିକ ଦୂରତାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି । କରୋନା ଲଢ଼େଇରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ରିପୋର୍ଟ : ସତ୍ୟ ଚେତନ ପରିଡା

Continue Reading

ଆଜି ଚିହ୍ନଟ ହୋଇଥିବା ୧୦୩ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର

ଭୁବନେଶ୍ୱର (ନ୍ୟୁଜ୭ଓଡିଶା) : ଆଜି ରାଜ୍ୟରେ ୧୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ତଥ୍ୟ ଦେଇଛନ୍ତି ସରକାର । ଯାଜପୁରର ଚିହ୍ନଟ ହୋଇଥିବା ଜଣକ ସୁରତ ଫେରନ୍ତା ଓ ସେ କ୍ୱାରେଣ୍ଟିନରେ ଥିଲେ । କୋରାପୁଟର ୬ ଆକ୍ରାନ୍ତ ଆନ୍ଧ୍ର ଫେରନ୍ତା ଓ ସେମାନେ କ୍ୱାରେଣ୍ଟିନରେ ଥିଲେ । ଗଞ୍ଜାମର ୪ଆକ୍ରାନ୍ତ ମଧ୍ୟରୁ ୨ଜଣ ସୁରତ ଫେରନ୍ତା ଓ ୨ଜଣ ସ୍ଥାନୀୟ ଲୋକ । କେନ୍ଦ୍ରାପଡ଼ାର ୧୫ଆକ୍ରାନ୍ତଙ୍କ ମଧ୍ୟରୁ ୭ଜଣ ପଶ୍ଚିମବଙ୍ଗ, ୪ ତେଲେଙ୍ଗାନ, […]

Continue Reading

ଭୁବନେଶ୍ୱରକୁ ଫେରିଲା କରୋନା, ୨ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର , (ମାନବାଧିକାର ମିଡିଆ) : ଆଜି ଖେର୍ଦ୍ଧାରେ ଚିହ୍ନଟ ହୋଇଥିବା ୪କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରର ୨ଜଣ ବୋଲି ଜଣାପଡ଼ିଛି । ଏହାସହ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗତକାଲି କରୋନା ମୁକ୍ତ ହୋଇଥିଲା ରାଜଧାନୀ ଭୁବନେଶ୍ୱର । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ୯୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ […]

Continue Reading