ଅଙ୍ଗନବାଡ଼ି କର୍ମୀଙ୍କୁ କରୋନା ଯୋଦ୍ଧା ସମ୍ମାନ ଦେଲେ ସୁରେନ୍ଦ୍ର

ବ୍ରହ୍ମପୁର , (ମାନବାଧିକାର ମିଡିଆ ) :  କରୋନା ସଂକ୍ରମଣ ରୋକିବାରେ ଅଙ୍ଗନବାଡ଼ି କର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେମାନେ ଯୋଦ୍ଧା ଭଳି କାମ କରି ଜନ ସଚେତନତା ସୃଷ୍ଟି କରିବା ସହ ସଂକ୍ରମଣକୁ ରୋକିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଏହି ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ବ୍ରହ୍ମପୁର ମହାନଗର ନିଗମ ୩୧ ନମ୍ବର ୱାର୍ଡରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଥିଲା । ପୂର୍ବତନ କର୍ପୋରେଟର ସୁରେନ୍ଦ୍ର ମହାରଣାଙ୍କ ନେତୃତ୍ୱରେ କମାପଲ୍ଲୀ […]

Continue Reading

ଗଞ୍ଜାମ ଜିଲ୍ଲା କୋଚିଂ ଏଣ୍ଡ ଟ୍ରେନିଂ ଏକାଡେମୀ ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ବ୍ରହ୍ମପୁର , ( ମାନବାଧିକାର ମିଡିଆ ) : ଗଞ୍ଜାମ ଜିଲ୍ଲା କୋଚିଂ ଏଣ୍ଡ ଟ୍ରେନିଂ ଏକାଡେମୀ ସଂଘର ପକ୍ଷରୁ ଗୋଶାଣୀ ନୂଆଗାଁ ସ୍ଥିତ ସାମନ୍ତରାୟ ଏକାଡେମୀରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲାରେ ସମସ୍ତ କୋଚିଂ ସେଣ୍ଟର ଗୁଡିକୁ ଖୋଲିବାକୁ ଅନୁମତି ପ୍ରଦାନ କରିବାକୁ ସରକାରଙ୍କୁ କହିଛନ୍ତି । ତେବେ ଗଞ୍ଜାମ ଜିଲ୍ଲାରେ ୨୦୦୦ ହଜାରରୁ ଅଧିକ କୋଚିଂ ସେଟଂର ଥିବାବେଳେ ସେଥିରେ ପ୍ରାୟ ୪୦ ହଜାରରୁ […]

Continue Reading

ସଂଗରୋଧ କେନ୍ଦ୍ରରେ ମଦ ବିକ୍ରିକୁ ବରୋଧ କରି ରାସ୍ତାରୋକ

ପୋଲସରା , (ମାନବାଧିକାର ମିଡିଆ)  : ସଂଗରୋଧ କେନ୍ଦ୍ରରେ ମଦ ଯୋଗାଣକୁ ନେଇ ଆଜି ରାସ୍ତାରୋକ ହୋଇଛି । ଗଂଜାମ ଜିଲ୍ଲାର ପୋଲସରା ଥାନା ଅନ୍ତର୍ଗତ କଳମ୍ବ ନୋଡାଲ ପ୍ରାଥମିକ ବିଦ୍ୟାଳୟରେ ମଦ ଯୋଗାଣ ହେଉଥିଲା । ଏହାକୁ ଦେଖି ଗ୍ରାମବାସୀ ବିରୋଧ କରିଥିଲେ । କଳମ୍ବ ପଂଚାୟତର ସରପଞ୍ଚ ପ୍ରଶାନ୍ତ କୁମାର ପ୍ରଧାନଙ୍କୁ ମଦ ବିକାଳିମାନେ ଧକ୍କା ମାରିଥିଲେ । ସେମାନେ ଶତ୍ରୁଘ୍ନ ସାହୁ ନାମରେ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ମାଡ଼ ମାରିଥିଲେ । ଶେଷରେ […]

Continue Reading

ବ୍ରହ୍ମପୁରର ୧୩ ନଂ ୱାର୍ଡରେ କରୋନା ଯୋଧ୍ୟାଙ୍କୁ ସମ୍ମାନ ଜଣାଇ ବନ୍ଦେ ଉତ୍କଳ ଜନନୀ ଗାନ

ଗଞ୍ଜାମ, (ମାନବାଧିକାର ମିଡିଆ) : ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ କ୍ରମରେ କୋଭିଡ ଯୋଧ୍ୟା ମାନଙ୍କୁ ଉତ୍ସାହିତ କରିବା ଓ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ବ୍ରହ୍ମପୁର ସ୍ଥିତ ୧୩ ନଂ ୱାର୍ଡରେ ସାମାଜିକ ଦୂରତା ରକ୍ଷା କରି ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ୧୩ନଂ ୱାର୍ଡର ପୁର୍ବତନ କର୍ପୋରେଟର ଦଣ୍ଡପାଣି ନାୟକ , ଶ୍ରୀମତି ବବି ନାୟକ , ଜ୍ୟେସ୍ନା ପାତ୍ର , ସବିତା ବାଡତ୍ୟା , ମିଲି […]

Continue Reading

ଏସଏମଆଇଟି ସମ୍ମିଳନୀ କକ୍ଷରେ କୋଭିଡ ଯୋଧ୍ୟାଙ୍କ ଉଦ୍ଦେଶ୍ୟରେ ବନ୍ଦେ ଉତ୍କଳ ଜନନୀ ଗାନ

ବ୍ରହ୍ମପୁର , (ମାନବାଧିକାର ମିଡିଆ) :  ବ୍ର୍ରହ୍ମପୁର ସ୍ଥିତ ସଂଜୟ ସ୍ମାରକୀ ବୈଷୟିକ ଶିକ୍ଷା ଅନୁଷ୍ଠାନ (ଏସଏମଆଇଟ) ପକ୍ଷରୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ କ୍ରମରେ କୋଭିଡ ଯୋଧ୍ୟା ମାନଙ୍କୁ ଉତ୍ସାହିତ କରିବା ଓ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ସାମାଜିକ ଦୂରତା ରକ୍ଷା କରି ବ୍ରହ୍ମପୁର ହିଲପାଟଣା ସ୍ଥିତ ଏସଏମଆଇଟି ସମ୍ମୀଳନୀ କକ୍ଷରେ ଗତକାଲି ସନ୍ଧ୍ୟା ୫ଟା ୩୦ ରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି […]

Continue Reading