सेन्ट्रल कौंसिल ऑफ़ ह्यूमन राइट (सी. सी. एच. आर.) के राष्ट्रीय अध्यक्ष श्री डी पी जोशी ने डॉ भबानी शंकर दास को ओडिशा प्रदेश का अध्यक्ष एवं राष्ट्रीय सदस्य मनोनीत किया है

सेन्ट्रल कौंसिल ऑफ़ ह्यूमन राइट (सी. सी. एच. आर.) के राष्ट्रीय अध्यक्ष श्री डी पी जोशी ने डॉ भबानी शंकर दास को ओडिशा प्रदेश का अध्यक्ष एवं राष्ट्रीय सदस्य मनोनीत किया है , श्री जोशी ने बताया अभी सेन्ट्रल कौंसिल ऑफ़ ह्यूमन राइट (सी. सी. एच. आर.) का विस्तार पुरे देश भर में उनके द्वारा […]

Continue Reading

ମହାମାରୀ ପଶିଲା ଗଜପତି ଜିଲ୍ଲାକୁ, ୪ ଟି ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ଜିଲ୍ଲା ପ୍ରଶାସନ

ଗଜପତି/ପାରଳାଖେମୁଣ୍ଡି , (ମାନବାଧିକାର ମିଡିଆ) : ରାଜ୍ୟରେ ଆଜି ୮୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ସେମାନେଙ୍କ ମଧ୍ୟରୁ ଗଜପତି ଜିଲ୍ଲାର ୪ ଜଣ। ଜିଲ୍ଲାରେ ପ୍ରଥମ ଥର ପାଇଁ କୋଭିଡ-୧୯ ମହାମାରୀ ପଶିଛି। ଆଉ ଏହା ପରେ ପୂରା ସତର୍କ ହୋଇପଡିଛି ଜିଲ୍ଲା ପ୍ରଶାସନ। ଯାହା ଜଣାପଡିଛି ଆକ୍ରାନ୍ତଙ୍କ ମଧ୍ୟରୁ ଗୁମ୍ମା ବ୍ଲକର ୨ ଜଣ ଅଛନ୍ତି। ସେହିଭଳି କାଶିନଗର ଓ ଗୋଷାଣୀ ବ୍ଲକରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ […]

Continue Reading

ବାଲି ଚୋରା ଚାଲାଣ ନେଇ ଉତ୍ତେଜନା

ଗଜପତି,ପାରଳାଖେମୁଣ୍ଡି,୧୭/୦୫: କାଶିନଗର ଥାନା ବୁଦୁରା ଗ୍ରାମ ପଞ୍ଚାୟତ ବଂଶଧାରା ନଦୀ କଡିଙ୍ଗି ମୈାଜା ବାଲି ସୈାରାତଠରେ ବେଆଇନ ବାଲି ଖନନ ବେଳେ ୮ ଗୋଟି ଟ୍ରକକୁ ଗ୍ରାମବାସୀ ଜବତ କରିଛନ୍ତି। ବିଳମ୍ବିତ ରାତିରେ ଲିଜଧାରିଙ୍କ ଜେସିବି ମେସିନ ଦ୍ୱାର ବାଲି ଲୋଡିଙ୍ଗ ହୋଇ ଆନ୍ଧ୍ରକୁ ଚାଲଣ ହେବା ବେଳେ ବଥବ ଗ୍ରାମର ଲୋକେ ଟ୍ରକଗୁଡିକୁ ବାଲି ୟାମ୍ଫଠାରେ ଅଟକାଇ ରାତ୍ର ଜଗି ରହିଥିଲେ। ସୂଚନା ଅନୁଯାୟୀ ଅାନ୍ଦ୍ରରୁ ପ୍ଲାଇ ପାଉଡର ନେଇ ବିଜୟନଗମ୍ ପ୍ରାୟ ୧୨ ଟି […]

Continue Reading

ପ୍ରଧାନମନ୍ତ୍ରୀ ‘ଙ୍କ ମନରେଗା ଘୋଷଣା ଗ୍ରାମାଞ୍ଚଳ ଗରିବଙ୍କ ପାଇଁ ବରଦାନ ସଦୃଶ୍ୟ

ପାରଳାଖେମୁଣ୍ଡି,୧୨/୦୫: ମହାମାରୀ କରୋନା ମୁକାବିଲା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକଡାଉନ ଘୋଷଣା କଡାକଡି ପାଳନ କରାଯାଉଛି। ଏଭଳି ଦୁଦ୍ଧିନ ସମୟରେ ଗରିବ ଓ କୁଲି ଖଟିଖିଆଙ୍କ କାମଧନ୍ଦା ସବୁ ଠପ୍ ହୋଇ ଯାଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନାରେ ଗ୍ରାମାଞ୍ଚଳରେ ଗରିବ ତଥା ଦିନ ମଜୁରିଆ ଶ୍ରମିକଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମନରେଗା ତଥା ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାମ କରିବା ଘୋଷଣା ସହାୟତା […]

Continue Reading

ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନୂତନ ପ୍ରୟାସ: ପ୍ରଥପ୍ରାନ୍ତ ନାଟକ ଦ୍ୱାର କରୋନା ସଚେତନତା

ପାରଳାଖେମୁଣ୍ଡି , (ମାନବାଧିକାର ମିଡିଆ) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ପୋଲିସ ତରଫରୁ ନାଟକ ମାଧ୍ୟମରେ କରୋନା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ତତ୍ତ୍ଵାବଧାନରେ ଓ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଯମ, ଚିତ୍ରଗୁପ୍ତ, କରୋନା ବେଶରେ ସଜ୍ଜିତ ହୋଇଥିଲେ ପୋଲିସ କର୍ମଚାରୀ ମାନେ ସହରର ପ୍ରମୁଖ ଛକ ଏବଂ ସାହି ଗୁଡିକ ଯାଇ ନାଟକ ମାଧ୍ୟମରେ […]

Continue Reading